ଲୋପ ପାଇଯିବ କି ମଠ ସଂସ୍କୃତି ?

ଛାମୁଣ୍ଡିଆ ତଳେ ୨, ଅର୍ଥ ସଂକଟରେ ଗୋପାଳ ତୀର୍ଥ ମଠ ଭୁବନେଶ୍ବର: ଦିନ ଥିଲା ପୁରୁଣା ଭୁବନେଶ୍ବରର ମଠ ସଂସ୍କୃତି ଓଡ଼ିଆ ପ୍ରାଣର ଭାବାବେଗ ସହିତ ଜଡ଼ିତ ଥିଲା। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ସମୟରେ ଚାରି ଚାରିଟି ମଠରୁ ଭୋଗ ଲାଗି ହେଉଥିଲା। ମାତ୍ର ସମୟ ବଦଳିଯାଇଛି। ପ୍ରଶାସନର ଅବହେଳାରୁ ଏହି ପ୍ରାଚୀନ ମଠ ସଂସ୍କୃତି ଲୋପ ପାଇବାକୁ ବସିଲାଣି। ଦୁଇଟି ମଠ ପ୍ରାୟ ବିଲୁପ୍ତ ହୋଇ … Continue reading ଲୋପ ପାଇଯିବ କି ମଠ ସଂସ୍କୃତି ?